logo

ମାନବିକତା ଭୁଲିଗଲେ ସଞ୍ଜୀବ ସାମ୍ବାଦିକ ଙ୍କୁ ଅଣଦେଖା।


ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ହେଉଥିବା ବିଜେପି ରାଲିରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା ରାଲିକୁ ଆସିଥିବା ଜନତା ଗୋଳେଖ ନାୟକ ର ଗୋଡ଼ ଗl ଡିତଳେ ଚାପୀ ହୋଇ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ମେଡିକାଲ ନେ଼ଇ ନଥିଲେ। ପୋଲିସ ଆମ୍ବୁଲାନ୍ସ ଡାକି ବୌଦ୍ଧ ମେଡିକାଲ ପଠାଇଥିଲା ସେପଟେ ରାଳିକୁ ଆସିଥିବା ସାଧାରଣ ଜନତା ଖାଇବାକୁ ନପାଇ ନିରାଶ ହୋଇ ଫେରିଥିଲେ ଏବଂ ଗତକାଲି ଅନ୍ତୁଲିଆ କର୍ମୀ ସମ୍ମିଳନୀ ରେ ଛୋଟ ପିଲାଙ୍କୁ ବିଜେପି ଟୋପି ଓ ଉତ୍ତରୀୟ ଦେଇ ସଭାକୁ ଅଣା ଯାଉଛି ଓ ସଭା ରେ ସାମ୍ବାଦିକ ଙ୍କୁ ଅଣଦେଖା କରୁଛନ୍ତି। ସଭାରେ ପ୍ରେସ ଗ୍ୟାଲେରୀ ଦେଖିବାକୁ ମିଳି ନଥିଲା ଏବଂ ସଭା ପରେ ନିଜ ବାଟରେ ନିଜେ ଖସି ପଳାଉଛନ୍ତୀ ସେପଟେ ବର୍ତ୍ତମାନ ବିଧାୟକ ରମେଶ ସାଏ ବାଇଟ ଦେବାକୁ ମନା କରି ଥିଲେ ଏଠି ସବୁ ନେତା ସ୍ବାର୍ଥ ପାଇଁ କାମ କରୁଛନ୍ତି। ଏମାନେ କଣ ଜନତା ସେବା କରିବେ। ଯଦି ଜନତା ସେବା କରିବାକୁ ଏତେ ଇଚ୍ଛା ନିର୍ଦଳୀୟ ହୋଇ ସେବା କରନ୍ତୁ ଆମେ ଜାଣିବୁ ଠିକ ନେତା

7
410 views